ନିର୍ବାଚନ ଦାୟିତ୍ବରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଉପନିର୍ବାଚନ ଦାୟିତ୍ଵରେ ଥିବା ଆଉ ଜଣେ କର୍ମଚାରୀ ତ୍ରିଲୋଚନ ମହାନ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି। ଲଖନପୁର ବ୍ଲକ ଫଟା ଗ୍ରାମରେ ଥିବା ସରକାରୀ ପ୍ରାଥିମକ ବିଦ୍ୟାଳୟର ୨୩୮ନମ୍ବର ବୁଥରେ ସୁରକ୍ଷା ଦାୟିତ୍ବରେ ଥିବା ହୋମଗାର୍ଡ ତ୍ରିଲୋଚନ ମହାନ୍ତି ଗତକାଲି ଡ୍ୟୁଟି ରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି … Continue reading ନିର୍ବାଚନ ଦାୟିତ୍ବରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ